ଏସିଆ କପ୍‌ ସୁପର-୪ରେ ଭାରତ-ପାକିସ୍ତାନ ଟକ୍କର: ପାକିସ୍ତାନ ଆଗରେ ୧୮୨ ରନର ଟାର୍ଗେଟ

କେନ୍ୟୁଜ୍(ବ୍ୟୁରୋ):  ଦୁବାଇରେ ଭାରତ-ପାକିସ୍ତାନ ମହାମୁକାବିଲା । ଟସ୍‌ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି । ଭାରତ ୨୦ ଓଭରରେ ୧୮୧ ରନ କରିଛି । ପାକିସ୍ତାନ ଆଗରେ ୧୮୨ ରନର ଟାର୍ଗେଟ । ରୋହିତ ଶର୍ମା ଓ କେ ଏଲ ରାହୁଲ ୨୮ ରନ ଲେଖାଏଁ କରିଥିଲେ । ରୋହିତ ଶର୍ମା ୧୬ ବଲରେ ଦୁଇଟି ଛକା ଓ ତିନିଟି ଚଉକା ସହ ଭଲ ଓପିନ ଇନିଂସ କରିଥିଲେ । ସୂର୍ଯ୍ୟକୁମାର ଯାଦବ ୧୩ ଓ ଋଷଭ ପନ୍ତ ୧୪ ରନ କରିଥିଲେ । ଅର୍ଦ୍ଧଶତକୀୟ ଇନିଂସ କରିଥିଲେ ବିରାଟ କୋହଲି । କୋହଲି କରିଥିଲେ ୬୦ ରନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.