ଡ୍ର ରହିଲା ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌

ଡ୍ର ରହିଲା ଭାରତର ପ୍ରଥମ ଅଭ୍ୟାସ ମ୍ୟାଚ୍‌ । ଚେମସଫୋର୍ଡ଼ରେ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଏସେକ୍ସ ପ୍ରଥମ ଇନିଂସରେ ୮ ଓ୍ଵିକେଟ୍‌ରେ ୩୫୯ ରନ୍‌ କରି ପାଳି ଘୋଷଣା କରିଥିଲା । ପେସ୍‌ ବୋଲର ଇଶାନ୍ତ ଶର୍ମା ୩ଟି ଏବଂ ଉମେଶ ଯାଦବ ୪ଟି ଓ୍ଵିକେଟ୍‌ ନେଇଥିଲେ । ଏସେକ୍ସ ପକ୍ଷରୁ ଘରୋଇ ଦଳର ବ୍ୟାଟ୍‌ସମ୍ୟାନ୍‌ ୱେଷ୍ଟଲୀ ୫୭, ପିପର ୬୮, ଓ୍ଵାଲଟର ୭୫ ରନ୍‌ କରିଥିଲେ । ପରେ ଭାରତ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ୨୧ ଓଭର ସୁଦ୍ଧା ୨ ଓ୍ଵିକେଟ୍‌ରେ ୮୯ ରନ୍‌ କରିଥିଲା । ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.