ଅଷ୍ଟ୍ରେଲିଆ ଗ୍ରାଉଣ୍ଡରେ ହାଇଭୋଲଟେଜ ମ୍ୟାଚ୍‌: ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମୁକାବିଲା

ମୁମ୍ବାଇ: ଅକ୍ଟୋବର ୨୩ରେ ଭାରତ-ପାକିସ୍ତାନ ମୁକାବିଲା । ପାକିସ୍ତାନ ବିପକ୍ଷ ମ୍ୟାଚରୁ ଭାରତ ଆରମ୍ଭ କରିବ ଟି-୨୦ ବିଶ୍ୱକପ ଅଭିଯାନ । ୨୩ରେ ପାକିସ୍ତାନ ସହ ଭାରତ ଖେଳିବ ପ୍ରଥମ ମ୍ୟାଚ । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ୍‌ ।

୨୦୨୨ ଟି-୨୦ ବିଶ୍ୱକପ ପାଇଁ ଆଇସିସି ପ୍ରକାଶ କରିଛି ଖେଳସୂଚୀ । ଅକ୍ଟୋବର ୧୬ ତାରିଖରେ ଆରମ୍ଭ ହୋଇ ନଭେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ଟି-୨୦ ବିଶ୍ୱକପ । ଭାରତ ଥିବା ଗ୍ରୁପ୍‌ Bରେ ଅଛନ୍ତି ପାକିସ୍ତାନ, ସାଉଥ ଆଫ୍ରିକା, ବାଂଲାଦେଶ ଅଛନ୍ତି ।

Leave A Reply

Your email address will not be published.