ଏସିଆ ରଗିବୀ ଅଣ୍ଡର ଟେ୍ଵଣ୍ଟି ସେଭେନ୍‌ ଏସ୍‌ ଚାମ୍ପିଅନସିପରେ ଭାରତକୁ ବ୍ରୋଞ୍ଜ, ସିଙ୍ଗାପୁରକୁ ୨୬-୧୨ ପଏଣ୍ଟରେ ହରାଇ ଭାରତ ପାଇଲା ସଫଳତା

ଭିଏତନାମର ଲାଓସ୍‌ରେ ଅନୁଷ୍ଠିତ ଏସିଆ ରଗିବୀ ଅଣ୍ଡର ଟେ୍ଵଣ୍ଟି ସେଭେନ୍‌ ଏସ୍‌ ଚାମ୍ପିଅନସିପରେ ଭାରତକୁ ବ୍ରୋଞ୍ଜ । ସିଙ୍ଗାପୁରକୁ ୨୬-୧୨ ପଏଣ୍ଟରେ ହରାଇ ଭାରତ ଏହି ସଫଳତା ହାସଲ କରିଛି । ଭାରତୀୟ ଟିମରେ ଅଛନ୍ତି କିସ୍‌ର ୫ ଜଣ ଖେଳାଳି। ଏମାନେ ହେଲେ ଭାରତୀୟ ଦଳର ଅଧିନାୟକା ସୁମିତ୍ରା ନାୟକ, ରଜନୀ ସବର, ସୋନି ମାଣ୍ଡାଙ୍ଗୀ, ପାର୍ବତୀ କିସ୍‌କୁ ଓ ଲିଜା ସର୍ଦ୍ଦରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.