କେ ଏଲ ରାହୁଲ ଫିଟ୍‌, ଜିମ୍ବାୱେ ଟୁରରେ ହେବେ ଅଧିନାୟକ

କେନ୍ୟୁଜ୍: କେ ଏଲ ରାହୁଲ ଫିଟ୍‌ । ଜିମ୍ବାୱେ ଟୁରରେ ହେବେ ଅଧିନାୟକ । ଫିଟନେସ ଟେଷ୍ଟରେ ରାହୁଲ ପାସ୍‌ କରିବା ପରେ ତାଙ୍କୁ ଜିମ୍ବାୱେ ବିପକ୍ଷ ଦିନିକିଆ ସିରିଜରେ ଖେଳିବାକୁ ଚୟନ କମିଟି ନିଷ୍ପତ୍ତି ନେଇଛି । ଅଗଷ୍ଟ ୧୮ରୁ ଆରମ୍ଭ ହେବ ସିରିଜ୍‌ । ଶିଖର ଧାଓ୍ଵନ ଉପଅଧିନାୟକ ଭାବେ ଖେଳିବେ । ଏସିଆ କପ ପୂର୍ବରୁ ମ୍ୟାଚ ଫିଟନେସ ପାଇବା ଲାଗି ଟି-୨୦ ଦଳର ପ୍ରମୁଖ ଖେଳାଳି ଭାବେ ସେ ନିକଟରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜରେ ଖେଳି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.