ଭାରତୀୟ ମହିଳା ହକି ଟିମକୁ ଶୁଭେଚ୍ଛା ଜଣାଇଲେ ନବୀନ !

ଭୁବନେଶ୍ବର : ସ୍ପନ୍‌ ବିପକ୍ଷରେ ଭାରତୀୟ ମହିଳା ହକି ଟିମ୍‌ର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂପୂର୍ଣ୍ଣ ମହିଳା ହକି ଟିମ୍‌କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଖେଳାଳିଙ୍କଠାରେ ବ୍ରାଣ୍ଡ ଓଡ଼ିଶାକୁ ଦେଖି ବେଶ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଟ୍ଵିଟ୍‌ କରି ନବୀନ ଲେଖିଛନ୍ତି ଯେ, ହକିର ପ୍ରଚାର ପ୍ରସାର ସହ ଏହାକୁ ଉଚ୍ଚସ୍ତରକୁ ନେବା  ପାଇଁ ଓଡ଼ିଶା ପ୍ରତିଶୃତିବଦ୍ଧ । ସ୍ପେନ୍‌ ଗସ୍ତରେ ଯାଇ ଓଡ଼ିଶା ଚାମ୍ପିଅନ୍‌ ହୋଇଛି । ୫ଟି ମ୍ୟାଚରେ ସ୍ପେନକୁ ୪-୧ରେ ହରାଇ ଦଳ ଟାମ୍ପିଅନ୍‌ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.