ଭାରତକୁ ୯ ଓ୍ଵିକେଟରେ ହରାଇଲା ଦକ୍ଷିଣ ଆଫ୍ରିକା

କେନ୍ୟୁଜ୍(ବ୍ୟୁରୋ): ଲକ୍ଷ୍ନୌ ପ୍ରଥମ ଦିନିକିଆ ଜିତିଲା ଦକ୍ଷିଣ ଆଫ୍ରିକା । ଭାରତକୁ ୯ ଓ୍ଵିକେଟରେ ହରାଇଲା । ୨୫୦ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୮ ଓ୍ଵିକେଟ ହରାଇ ୨୪୦ ରନ୍‌ କରିଥିଲା ।

ବର୍ଷା ଯୋଗୁଁ ମ୍ୟାଚକୁ ୪୦ ଓଭର ଭିତରେ ସୀମିତ ରଖାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ । ଡାଭିଡ ମିଲର ଓ ମଧ୍ୟକ୍ରମ ବ୍ୟାଟର ହେନରିଚ କ୍ଲାସେନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ଦଳ ୪ ଓ୍ଵିକେଟ ହରାଇ ୨୪୯ ରନ୍‌ କରିପାରିଥିଲା ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.