କୋରାପୁଟ ପାଇକ ଫୁଲବେଡା ଗାଁରେ ଅଭାବନୀୟ ଘଟଣା: ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଜଣେ ମୃତ

କୋରାପୁଟ(କେନ୍ୟୁଜ୍): ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଜଣେ ମୃତ । କୋରାପୁଟ ସଦର ଥାନା ପାଇକ ଫୁଲବେଡା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଚନ୍ଦ୍ର ପରଜା । ରାତିରେ ଶୋଇଥିବା ବେଳେ କାନ୍ଥ ଭୁଷୁଡି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୪୦ଟି ଘର ଭାଙ୍ଗିଥିବା ପ୍ରଶାସନ କହିଛି । ବର୍ଷାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ହାଇ ଏଲର୍ଟ କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.