ମାଉଜର୍‌ ଦେଖାଇ ୨୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

loot

ବ୍ରହ୍ମପୁର : ଦିନ ଦ୍ୱିପ୍ରହରରେ ଲୁଟ୍‌ । ମାଉଜର୍‌ ଦେଖାଇ ୨୫ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଲେ ଲୁଟେରା । ବ୍ରହ୍ମପୁର ଗୁରୁପାଲ୍ଲୀ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କଠାରୁ ଏହି ଲୁଟ୍‌ ହୋଇଛି । ବ୍ୟାଙ୍କକୁ ଟଙ୍କା ଧରି ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ । ମାଉଜର ଦେଖାଇ ଭୟଭୀତ କରିବା ସହ ଫାଙ୍କା ଗୁଳି ଚଳାଇ ତାଙ୍କଠାରୁ ଟଙ୍କା ଧରି ଛୁ ମାରିଛନ୍ତି । ଏହି ଘଟଣା ପରେ ଖୋଳତାଡ ଚଳାଇଛି ଗଞ୍ଜାମ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.