ପୁଣି ସାଇବର ଠକେଇ: ରାଜମିସ୍ତ୍ରୀଙ୍କ ଦରମା ଟଙ୍କା ଆକାଉଣ୍ଟରୁ ୩୦ ହଜାର ଟଙ୍କା ଚଳୁ

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ସାଇବର ଠକେଇ। ରାଜମିସ୍ତ୍ରୀଙ୍କ ଦରମା ଟଙ୍କା ଆକାଉଣ୍ଟରୁ ଚଳୁ। ଆକାଉଣ୍ଟରୁ ୩୦ ହଜାର ଟଙ୍କା ନେଇଗଲେ ସାଇବର ଠକ। ଟେଲିଫୋନ୍‌ ନମ୍ବର ହ୍ୟାକ୍‌ କରି ଓଟିପି ଦ୍ୱାରା ନେଇଗଲେ ଟଙ୍କା । ଭୁବନେଶ୍ୱର ସାଇବର ଥାନାରେ ରାଜମିସ୍ତ୍ରୀ କୁଶ ଗୌଡ଼ ଏତଲା ଦେଇଛନ୍ତି। କୁଶଙ୍କ ଘର ବ୍ରହ୍ମପୁରରେ ହୋଇଥିବା ବେଳେ, ଭୁବନେଶ୍ୱରର ପଳାଶପଲ୍ଲୀରେ ରୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.