କେନ୍ୟୁଜ୍(ବ୍ୟୁରୋ): ଖୁବ ଶୀଘ୍ର ଓଡ଼ିଶାରେ ମିଳିବ 5G ସେବା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ମିଳିବ 5G ସେବା। ଏନେଇ ପୁରୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହି ସେବାଦ୍ୱାରା ପରିବେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଏନେଇ ଗ୍ରୀନ ସିଗନାଲ ଦେଇଥିବା କହିଛନ୍ତି ଅଶ୍ୱିନୀ ବୈଷ୍ଣବ।