ଗାଁ ମଝିରେ ଗଛ ଉପରେ ଭାଲୁ: ଦେଖିବାକୁ ଲୋକଙ୍କ ଭିଡ଼

ଜୟପୁର (କେନ୍ୟୁଜ): ଗଛ ଉପରେ ଭାଲୁ । ତାକୁ ଦେଖିବାକୁ ତଳେ ଲୋକଙ୍କ ଭିଡ଼ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଟିକରାଗୁଡା ଗାଁର ଏହି ଦୃଶ୍ୟ । ଗତକାଲି ରାତିରୁ ଗାଁ ଭିତରେ ଥିବା ଏକ ଗଛରେ ଚଢି ଯାଇଛି । ଲୋକଙ୍କ ଭିଡ ଦେଖି ଗଛରୁ ତଳକୁ ଓହ୍ଲାଉନି ଭାଲୁ । ପାଖାପାଖି ୨୦ ଫୁଟ ଉପରେ ଭାଲୁଟି ବସିଛି । ଘଟଣାସ୍ଥଳରେ ବନବିଭାଗ ଓ ସ୍ଥାନୀୟ ପୋଲିସ ପହଞ୍ଚିନଥିବା ବେଳେ ଲୋକଙ୍କ ଗହଳି ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.