ପୂଜା ପାଇଁ କମିଶନରେଟ ପୋଲିସ ତରଫରୁ ଗାଇଡ଼ଲାଇନ: ନଜର ପକାନ୍ତୁ କଣ କଣ ମାନିବେ ପୂଜା ପେଣ୍ଡାଲ

ଭୁବନେଶ୍ବର(କେନ୍ୟୁଜ୍): ପୂଜା ମଣ୍ଡପରେ ବାଜି ପାରିବ ମାତ୍ର ୫ଟି ସାଉଣ୍ଡ ବକ୍ସ। ୬୫ ଡେସିବଲ ପର୍ଯ୍ୟନ୍ତ ହୋଇପାରିବ ସଙ୍ଗିତ ଓ ବାଦ୍ୟ ପରିବେଷଣ। ମ୍ୟୁଜିକ ଅପରେଟର ସାଉଣ୍ଡ ଲିମିଟର ଲଗାଇବାକୁ ବାଧ୍ୟତାମୁଳକ। ଗୋଟିଏ ମେଢ ପାଇଁ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି ଅନୁମତି ମିଳିବ। ପ୍ରତ୍ୟେକ ମ୍ୟୁଜିକ ଓ ବ୍ୟାଣ୍ଡ ପାର୍ଟି ସାଉଣ୍ଡ ଲାଇସେନ୍ସ ନେବା ବାଧ୍ୟତାମୁଳକ। କୋର୍ଟ,ସ୍କୁଲ,କଲେଜ ଓ ‌ହସ୍ପିଟାଲ ଠାରୁ ୧୦୦ମିଟିର ଦୁରତା ମଧ୍ୟରେ ବଜାଇ ପାରିବେନି ସାଉଣ୍ଡ ବା ମ୍ୟଜିକ ସୋ।

ପ୍ରତ୍ୟେକ ମେଢକୁ ୬ଟି ଟ୍ରଲିରେ ଭଶାଣି ପାଇ ଅନୁମତି ମିଳିବ।ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ବାରଣ କରାଯାଇଛି। ପ୍ରତି‌ ମେଢ ପାଇ ଗୋଟିଏ‌ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି‌ପାଇ ଅନୁମତି‌ରହିଛି। ନିର୍ଦ୍ଧାରିତ ରୁଟରେ ମେଢ ସହ‌ ଭସାଣି କରିପାରିବେ ପୂଜା ମଣ୍ଡପ କର୍ତ୍ତୃପକ୍ଷ। ଏନ ଏଚ ଉପରେ କରିପାରିବେନି ମ୍ୟୁଜିକ ସୋ କି ବ୍ୟାଣ୍ଡ ପାର୍ଟି ପରିବେଷଣ। ପ୍ରତି ପୂଜା ମଣ୍ଡପ କର୍ତ୍ତୃପକ୍ଷ ଡିସିପି ଅଫିସରୁ ଅନୁମତି ନେବା ବାଧ୍ୟତାମୁଳକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.