ରାଜଧାନୀ ଉପକଣ୍ଠ ସୁନ୍ଦରପଦାରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି, ନା ବିଜୁଳି ଅଛି ନା ପାଣି

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଉପକଣ୍ଠରେ ଗମ୍ଭୀର ହେଉଛି ବନ୍ୟା ସ୍ଥିତି। ଜୁଆଡେ ଚାହିଁବ ପାଣି ଆଉ ପାଣି। ଦୟାନଦୀର ବନ୍ୟା ଜଳ ପଶିବାରୁ ସୁନ୍ଦରପଦା ଅଞ୍ଚଳରେ ପଶିଛି ପାଣି। ଫଳରେ ହଜାର ହଜାର ଲୋକ ୨ ଦିନ ହେବ ପାଣି ଘେରରେ ଅଛନ୍ତି । ନା ବିଜୁଳି ଅଛି ନା ପାଣି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.