ବାଲେଶ୍ୱରର ସ୍ୱାଧୀନ ପ୍ରାର୍ଥୀ ବେଣୁ ବାରିକଙ୍କ ବିଜୟ କାମନା କରି ପୂଜା କଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ, ଜାଳିଲେ ୧୦୮ ଦୀପ

ବାଲେଶ୍ୱର: ବାଲେଶ୍ୱର ସଦର ଆସନ ସ୍ୱାଧୀନ ପ୍ରାର୍ଥୀ ବେଣୁ ବାରିକଙ୍କ ବିଜୟ ପାଇଁ ପୂଜା କଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିର ଯାଇ ବେଣୁଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ୧୦୮ ଦୀପ ଜାଳିବା ସହ ୧୦୮ ବେଲପତ୍ର ଲିଙ୍ଗରାଜଙ୍କ ପାଖରେ ଚଢାଇଛନ୍ତି ।

pujaଆସନ୍ତାକାଲି ଉପନିର୍ବାଚନ ଫଳାଫଳ ଘୋଷଣା କରାଯିବ । ବାଲେଶ୍ୱର ସଦର ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ୮୦ ବର୍ଷୀୟ ବେଣୁଧର ବାରିକ ବେଶ ଚର୍ଚ୍ଚାରେ ଅଛନ୍ତି । କାଲି ଫଳାଫଳ ଆସିବା ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ବିଜ କାମନା କରି ପୂଜାର୍ଚ୍ଚନା କରିଛନ୍ତି ରାଣୀ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.