ଓଡ଼ିଶାରେ ସର୍ବକାଳୀନ ରେକର୍ଡ: ଏପ୍ରିଲରେ ସଂଗ୍ରହ ହୋଇଛି ୧୧୨୬ କୋଟିରୁ ଉର୍ଦ୍ଧ୍ବ GST

ଭୁବନେଶ୍ବର: ଏପ୍ରିଲରେ ରେକର୍ଡ ୧୧୨୬ କୋଟି GST ସଂଗ୍ରହ। ଓଡ଼ିଶାରେ GST ସଂଗ୍ରହରେ ସର୍ବକାଳୀନ ରେକର୍ଡ। ୨୦୨୧ ଏପ୍ରିଲ ମାସରେ ୧୧୨୬.୬୭ କୋଟି ଟଙ୍କା GST ସଂଗ୍ରହ ହୋଇଛି।

GST ପ୍ରଚଳନ ପରଠାରୁ ଏହା ସର୍ବାଧିକ ଆଦାୟ। ଗତ ମାର୍ଚ୍ଚ ମାସରେ ସଂଗ୍ରହ ହୋଇଥିଲା ୯୫୪.୬୨ କୋଟି ଟଙ୍କା। ସିଟି ଓ ଜିଏସ୍‌ଟି କମିଶନରେଟ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.