ଜାଲ ଦସ୍ତଖତ କରି ଅଙ୍ଗନବାଡି ଦିଦି ଉଠାଇନେଲେ ପଚାଶ ହଜାର ଟଙ୍କା, ଥାନାରେ ଏତଲା

ଚାନ୍ଦବାଲି(କେନ୍ୟୁଜ) : ୱାର୍ଡ ମେମ୍ବରଙ୍କ ଜାଲ ଦସ୍ତଖତ କରି S.B.I ବ୍ୟାଙ୍କରୁ ଅଙ୍ଗନବାଡି ଦିଦି ପଚାଶ ହଜାର ଟଙ୍କା ଉଠାଇନେଇଥିବା ଅଭିଯୋଗ କରିଛନ୍ତି ୱାର୍ଡ ସଭ୍ୟ l ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ନାଲଗୁଣ୍ଡା ପଞ୍ଚାୟତ ର ୬ ନଂ ୱାର୍ଡ ମେମ୍ବର ଦୀପକ ଦାସ ଙ୍କ ଜାଲ ଦସ୍ତଖତ କରି ପ୍ରତାପପୁର ଅଙ୍ଗନବାଡି ୨ କେନ୍ଦ୍ରର ଦିଦି ସୁଶୀଳା ମଲ୍ଲିକ ପଚାଶ ହଜାର ଟଙ୍କା ଉଠାଇ ନେଇଥିବା ୱାର୍ଡ ମେମ୍ବର ଚାନ୍ଦବାଲି ଥାନା, ଜିଲ୍ଲାପାଳ, ସିଡିପିଓ ଏବଂ ଏସ. ବି. ଆଇ ପରିଚାଳକ ଙ୍କୁ ଲିଖିତ ଅଭିଯୋଗ ଅଭିଯୋଗ କରିଛନ୍ତି l

ଗତ ଜୁନ ମାସ ୨୦ ରେ ବ୍ୟାଙ୍କ ରୁ ଟଙ୍କା ଉଠାଣ ହୋଇଥିବା ଜାଣିବାକୁ ପାଇଥିଲେ ୱାର୍ଡ ମେମ୍ବର l ଅଙ୍ଗନବାଡି ଦିଦି ଙ୍କ ମିଛ କାରସାଦି ଧରା ପଡିବା ପରେ କିଛି ବ୍ୟକ୍ତି ମିଛରେ ଅପପ୍ରଚାର କରୁଥିବା ପ୍ରକାଶ କରିଛନ୍ତି ୱାର୍ଡ ମେମ୍ବର ଦୀପକ ଦାସ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.