ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ପରେ ପ୍ରେମିକାକୁ ଛାଡି ପଳାଇଲା ପ୍ରେମିକ

ବ୍ରହ୍ମପୁର(କେ ନ୍ୟୁଜ): ମହିଳା ର୍ନିଯାତନାର ଆଉ ଏକ କାହାଣୀ | ଏବେ ଦାଣ୍ଡରେ ପଡି ହାଟ ରେ ଗଡ଼ିଲାଣି | ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଦେଶିବେହେରା ସାହିରେ ଘଟିଛି ଏପରି ଏକ ଘଟଣା | ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରିବା ପରେ ପ୍ରେମିକାକୁ ଛାଡି ପ୍ରେମିକ ଏବେ ଅନ୍ଯତ୍ର ବିବାହ ପାଇଁ ସଜବାଜ ହେଉଛି | ଖବର ପାଇ ପ୍ରେମିକା ନିଜ ପ୍ରେମିକର ଘର ଆଗରେ ଧାରଣା ଦେଉଛି | ଗତ କାଲି ଠାରୁ ଏହି ଘଟଣା କୁ ନେଇ ପୋଲିସ ତଦନ୍ତ ଭିତରେ ସୀମିତ ରହିଛି,ସେ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ ଦକ୍ଷିଣ ଓଡିଶା ର ମୁଖ୍ଯ ପ୍ରକାଶ ପଟନାୟକ l
 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.