କିଟ୍‌ ୟୁନିଭର୍ସିଟିଟ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ, ହର ହର ଘର ତ୍ରିରଙ୍ଗାକ ବାର୍ତ୍ତା ଦେଲେ NSS ଭଲ୍ୟୁଣ୍ଟର

ଭୁବନେଶ୍ୱର(କେନ୍ୟୁଜ୍): କିଟ୍‌ ୟୁନିଭର୍ସିଟିଟ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳିତ। ଏହି ଅବସରରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଯାଇଛି। ହର ହର ଘର ତ୍ରିରଙ୍ଗାକ ବାର୍ତ୍ତା ନେଇ NSS ଭଲ୍ୟୁଣ୍ଟରମାନେ ପ୍ରଭାତ ଫେରିରେ ଯୋଗଦେଇଥିଲେ।

ସମସ୍ତ ଭାରତୀୟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିରଙ୍ଗାକୁ ନିଜ ଘରେ ଲଗାଇବା ପାଇଁ ସଚେତନତା କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହି ବାର୍ତ୍ତା ନେଇ କିଟ୍‌ ୟୁନିଭର୍ସିଟିର NSS ଛାତ୍ରଛାତ୍ରୀ ମାନେ କ୍ୟାମ୍ପସ-୬ରୁ ବାହାରି ମ୍ୟଗନେଟ୍‌ ଛକ ଓ ପରେ କ୍ୟାମ୍ପସ ପର୍ଯ୍ୟନ୍ତ ଆସିଥିଲେ।

Leave A Reply

Your email address will not be published.