କୋରାପୁଟ: ଆନ୍ଧ୍ର ସୀମାନ୍ତରୁ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଫେରାର

କୋରାପୁଟ(କେନ୍ୟୁଜ୍): କୋରାପୁଟ ଜିଳ୍ଲା ଆନ୍ଧ୍ର ସୀମାନ୍ତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ। ଏକ କାରରେ ୟୁପି ଚାଲାଣ କରାଯାଉଥିବାବେଳେ ବଡ଼କିଚବ ନଦୀଘାଟରୁ ଜବତ ହୋଇଛି ୨ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ପାଖାପାଖି ୨୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।  ଖବର ପାଇ ମାଛକୁଣ୍ଡ ପୋଲିସ୍ କାରଟିକୁ କାବୁ କାରିଥିବାବେଳେ, ୨ ଚାଲଣକାରୀ ଫେରାର ହୋଇଯାଇଥିବା ଜଣାପଡିଛି।

Leave A Reply

Your email address will not be published.