ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ ବୁଲିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ୱରରେ ଆଶାନୁଯାୟୀ କୋଭିଡ଼ ପଜିଟିଭିଙ୍କ ସଂଖ୍ୟା କମୁନଥିବାବେଳେ ଅମାନିଆଙ୍କ ଉପରେ ଫୋକସ କରିଛି କମିଶନରେଟ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.