କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ

କଟକ(କେନ୍ଯୁଜ୍): କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁଲେ ଅଧ୍ୟାପକ। ଭୁବନେଶ୍ବରର ଏକ କଲେଜରେ ଲ୍ୟାବ୍‌ ସହକାରୀ ଭାବେ ସେ କାମ କରନ୍ତି। ସଂପୃକ୍ତ ଅଧ୍ୟାପକ ଜଣଙ୍କ ଚାଉଳିଆ ଗଞ୍ଜର ଦେବାଶିଷ ଦାସ ।

ତେବେ ଡେଇଁଥିବା ଅଧ୍ୟାପକ ଜଣଙ୍କ ବର୍ତ୍ତମାନ ନିଖୋଜ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.