ପିପିଲି ଉପନିର୍ବାଚନ: ଅନେକ ବୁଥ୍‌ରେ EVM ତ୍ରୁଟି, ମତଦାନ ବିଳମ୍ବ

ପିପିଲି(କେନ୍ଯୁଜ୍): ପିପିଲି ଉପନିର୍ବାଚନ ଆରମ୍ଭ ହୋଇଥିବାବେଳେ ଅନେକ ବୁଥ୍‌ରେ EVM ତ୍ରୁଟି ଦେଖାଦେଇଛି। ଫଳରେ ମତଦାନ ଆରମ୍ଭ ହୋଇପାରିନାହିଁ। ନୂଆଶାସନ ଦକ୍ଷିଣସାହି ୨୦୩ ନମ୍ବର ବୁଥ୍‌ରେ EVM ଅଚଳ ଯୋଗୁଁ ମତଦାନରେ ବିଳମ୍ବ ହୋଇଛି।

ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଆସନ୍ତୋଷ ଦେଖାଦେଇଛି। ତେବେ ଅଚଳ ଇଭିଏମ୍ ସଜଡ଼ା ସରିବା ପରେ ଏବେ ଭୋଟିଂ ଆରମ୍ଭ ହୋଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.