ଗଞ୍ଜାମ: ୧୩ ଫୁଟ ବୋଡା ସାପ ଅଟକାଇଲା ରାସ୍ତା

ବ୍ରହ୍ମପୁର (କେନ୍ୟୁଜ):  ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି – ପୋଡାମାରି ରାସ୍ତାର ମୌଳାଭଣଞ୍ଜା ନଦୀ ବ୍ରିଜ ଉପରେ ରାତିରେ ପ୍ରାୟ ତେର ଫୁଟର ବୋଡା ସାପ ଦେଖିବାକୁ ମିଳିଛି । ସାପଟି ବ୍ରିଜ ପାର ହେଲା ବେଳେ ଦୁଇ ପଟରେ କିଛି ସମୟ ପାଇଁ ଯାନବାହନ ଅଟକି ରହିଥିଲା। ସାପ ଗଲା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.