ପ୍ରକାଶ ପାଇଲା ଯୁକ୍ତ ତିନି ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ !

ଭୁବନେଶ୍ବର : ଆଜି ପ୍ରକାଶ ପାଇଲା ଯୁକ୍ତ ତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ୟ୍ୟାୟ କଟ୍ ଅଫ୍ ମାର୍କ। ୨୪ ହଜାର ୫୭୨ ଜଣ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି। କଳାରେ ୧୫ହଜାର ୧୬୧ ଓ ବାଣିଜ୍ୟରେ ୧, ୫୬୭ ଜଣ ଛାତ୍ରଛାତ୍ରୀ ଆଡମିଶନ ପାଇଁ ମନୋନୀତ ହୋଇଛନ୍ତି। ଦ୍ୱିତୀୟ ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୧୨ ଓ ୧୩ ତାରିଖରେ ନାମ ଲେଖାଇବେ। ଜୁଲାଇ ୧୬ ତାରିଖରେ ଯୁକ୍ତ ତିନି ସମସ୍ତ କଲେଜରେ ପାଠପଢ଼ା ଆରମ୍ଭ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.