ଜାତୀୟ ସ୍ତରୀୟ ଏମ୍ବ୍ରଡରି ପ୍ରତିଯୋଗିତା ” ସୁଈ ଧାଗା” ବିଜୟୀ ଘୋଷିତ ହେଲେ KSFT ଅଧ୍ୟାପିକା ଶ୍ରୀମତୀ ଇତିଶ୍ରୀ ସାହୁ

କିଟ ସ୍କୁଲ ଅଫ ଫ୍ୟାସନ ଟେକ୍ନୋଲୋଜିରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଶ୍ରୀମତୀ ଇତିଶ୍ରୀ ସାହୁ ଜାତୀୟ ସ୍ତରୀୟ ଏମ୍ବ୍ରଡରି ପ୍ରତିଯୋଗିତା ” ସୁଈ ଧାଗା” ବିଜୟୀ ଘୋଷିତ ହୋଇଛନ୍ତି  । ଏହି ପ୍ରତିଯୋଗିତା “ପାରୁଲ ଇନଷ୍ଟିଚ୍ୟୁଟ ଅଫ ଡ଼ିଜାଇନ ତରଫରୁ ଆୟୋଜନ କରାଯାଇଥିଲା  । “ନାକସି କନ୍ଥା” ବ୍ୟବହାର କରି ଅତି ଉତ୍କୃଷ୍ଟ ମାନର ଏମ୍ବ୍ରଡରି କରୁଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି  । ଏହା ଦୀର୍ଘ ବର୍ଷର ବେଙ୍ଗଲୀ କଳା କାରିଗରୀ ହୋଇଥିବା ବେଳେ ଏହାର ମୂଳ ପୃଷ୍ଠଭୂମି ହେଉଛି ବାଂଲାଦେଶ  । ଏହା ବ୍ୟତୀତ ପଶ୍ଚିମ ବଙ୍ଗ, ତ୍ରିପୁରା ତଥା ଆସାମର କିଛି ଅଞ୍ଚଳରେ ଏହି କଳା କାରିଗରୀ ଦେଖାଯାଏ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.