ଦିଲ୍ଲୀରେ ନେସନାଲ ୟୁଥ୍‌ ପାର୍ଲାମେଣ୍ଟ ପକ୍ଷରୁ କାଦମ୍ବିନୀ ସମ୍ପାଦିକା ଡ. ଇତି ସାମନ୍ତ ହେଲେ ସମ୍ମାନିତ

(କେନ୍ୟୁଜ): ଦିଲ୍ଲୀରେ ଆୟୋଜିତ ନେସନାଲ ୟୁଥ୍‌ ପାର୍ଲାମେଣ୍ଟ ତରଫରୁ କାଦମ୍ବିନୀର ସମ୍ପାଦିକା ତଥା ଲେଖିକା ଓ ସମାଜସେବୀ ଡ. ଇତି ସାମନ୍ତଙ୍କୁ ପୁରସ୍କୃତ କରାଯାଇଛି । ସାହିତ୍ୟ ଓ ସମାଜସେବା ପାଇଁ ତାଙ୍କୁ ସମ୍ମାନିତ କରାଯାଇଛି । ଦେଶରୁ ପ୍ରାୟ ୨୫ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରଯାଇଛି । ପୁରସ୍କୃତ ପରେ ଡ. ସାମନ୍ତ କହିଛନ୍ତି, ଏହି ସମ୍ମାନ ପାଇ ମୁଁ ବହୁତ ଉତ୍ସାହିତ । ଆହୁରି ଭଲ କାମ କରିବା ପାଇଁ ଏ ସମ୍ମାନ ପ୍ରେରଣା ଯୋଗାଇବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.