କେନ୍ଦୁଝର କାଠ ବ୍ୟବସାୟୀଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଚୋରି

କେନ୍ଦୁଝର : ବାଇକରେ ଆସି ଦୁର୍ବୃତ୍ତମାନେ ଜଣେ କାଠ ବ୍ୟବସାୟୀଙ୍କ ଠାରୁ ଏକ ଲକ୍ଷ ୭୫ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାଟି କେନ୍ଦୁଝର ଜିଲ୍ଲା ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଥିଲା। ପୁଲିସ ଅଭିଯୋଗ ଅନୁଯାୟୀ, କେଶଦୁରପାଳ ଅଞ୍ଚଳର କାଠ ବ୍ୟବସାୟୀ ଏକାଦଶୀ ମହାରଣା ତାଙ୍କ ଝିଅ ବାହାଘର ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଆସି ଲୁଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.