ପଣା ସଙ୍କ୍ରାନ୍ତିରେ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ

ଘଟଗାଁ (କେନ୍ୟୁଜ୍) : ଆଜି ମହାବିଷୁବ ସଙ୍କ୍ରାନ୍ତି ବା ପଣା ସଙ୍କ୍ରାନ୍ତି । କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମୁଛି। ଆଜି ସକାଳ ୫ଟାରୁ ଦେହୁରୀମାନେ ମାଜଣା କରିବା ପରେ ମାଆଙ୍କ ସ୍ନାନ କାର‌୍ୟ୍ୟ ସମାପନ କରିଥିଲେ । ପରେ ମାଆଙ୍କ ସୁନାବେଶ କରାଯାଇଥିଲା। ସେପଟେ ଭକ୍ତମାନେ ଶାନ୍ତିଶୃଙ୍ଖଳାରେ ଦର୍ଶନ କରିବା ପାଇଁ ୧୦ଟି ବ୍ୟାରିକେଡ୍ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.