ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରୁ ବାହାରିଲା ସିବିଆଇ ଟିମ୍‌, ପୁଅ ଚନ୍ଦନକୁ ସାଙ୍ଗରେ ନେଲା

କେନ୍ୟୁଜ୍(ବ୍ୟୁରୋ):  ଶିଳ୍ପପତି ମହିମା ମିଶ୍ରଙ୍କ ବାସଭବନରୁ ରେଡ୍‌ ସାରି ବାହାରିଗଲା ସିବିଆଇ ଟିମ୍‌ । ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରକୁ ସିବିଆଇ ଟିମ୍‌ ସାଙ୍ଗରେ ଯାଇଛନ୍ତି । ପିପିଟିର ଜଣେ ଅଧିକାରୀଙ୍କ ୨୫ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତାର ଖୋଳତାଡ଼ ନେଇ ରେଡ୍‌ କରିଥିଲା ସିବିଆଇ । ଆଜି ମହିମା ମିଶ୍ରଙ୍କ କଟକ ଓଡ଼ିଆ ବଜାର ସ୍ଥିତ ଘର ଓ ପାରାଦୀପରେ ଓଏସଏଲ୍‌ ଅଫିସରେ ସିବିଆଇ ରେଡ୍‌ କରଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.