କୁଆଖିଆ-ଆରଡି ୨୦ ନମ୍ବର ଜାତୀୟ ରାଜପଥ ବୋଡକ ଠାରେ ଧୋଇଗଲା ମୁଖ୍ୟ ରାସ୍ତା, ଦୀର୍ଘ ସମୟ ଧରି ଫସି ରହିଛନ୍ତି ଆଖଣ୍ଡଳମଣୀଙ୍କ ପୀଠକୁ ଆସିଥିବା ଭକ୍ତ

ଚାନ୍ଦବାଲି(କେନ୍ୟୁଜ୍): ଧୋଇଗଲା ୨୦ ନମ୍ବର ଜାତୀୟ ରାଜପଥ । କୁଆଖିଆ-ଆରଡି ୨୦ ନମ୍ବର ଜାତୀୟ ରାଜପଥ ବୋଡକ ଠାରେ ମୁଖ୍ୟ ରାସ୍ତା ଧୋଇଯିବା ଫଳରେ ଉଭୟ ପଟରୁ ଗାଡି ଚଳାଚଳ ବନ୍ଦ ରହିଛି । ବୈତରଣୀ କୂଳ ଲଘିଂବାରୁ ୨ ଦିନ ହେବ ରାସ୍ତା ଉପରେ ଚାଲୁଛି ବନ୍ୟାପାଣି । ସେପଟେ ଆଖଣ୍ଡଳମଣୀଙ୍କ ପୀଠକୁ ଆସିଥିବା ଭକ୍ତ ରାସ୍ତାରେ ଦୀର୍ଘ ସମୟ ଧରି ଫସି ରହିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.