ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ପୋଲିସ୍‌ ଗିରଫ କଲା ଅଭିଯୁକ୍ତକୁ

ଭୁବନେଶ୍ୱର (କେନ୍ୟୁଜ୍‌) : ପୁଣି ଅତି ଲଜ୍ଜାକର ଘଟଣା । ଜଣେ ସାତ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋିଛି ଥାନାରେ । ଭୁବନେଶ୍ୱର ଲିଙ୍ଗରାଜ ଥାନାରେ ଏହି ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାଁ ହେଉଛି ରବି ଦାସ । ନାବାଳିକା ପରିବାର ତରଫରୁ ଅଭିଯୋଗ ହେବା ପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛି । ଯୁବକକୁ ଗିରଫ କରି ଲିଙ୍ଗରାଜ ଥାନା ପୋଲିସ୍‌ ପଚରା ଉଚରା କରୁଛି ।

Leave A Reply

Your email address will not be published.