ଝାଡାବାନ୍ତିରେ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଫଟାଟାଙ୍ଗର ସେବା ଶ୍ରାମରେ ପ୍ରାୟ ୨୦୦ ଛାତ୍ରୀ ଥିବା ବେଳେ ଏମାନଙ୍କ ମଧରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ଯନ୍ତ ୪୦ରୁ ଅଧିକ ଡାକ୍ତର ଖାନାରେ ଚିକିତ୍ସା ହେଉ ଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ରାଉରକେଲା ସ୍ଥାନାନ୍ତରିତର ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଗତକାଲି ରାତ୍ରିରେ ହଷ୍ଟେଲ ରେ ଡାଲମା ଭାତ ଖାଇବା ପରେ ଦେହ ଅସୁସ୍ତ ହୋଇଥିଲା । ଏନେଇ କାଲି ରାତ୍ରିରୁ କେ.ବଲାଙ୍ଗ ମେଡିକାଲ ଟିମ ପହଞ୍ଚି ଚିକିତ୍ସା ଚଳାଇଥିବା ବେଳେ ଅଧିକା ଗୁରୁତର ହବାରୁ ବଣାଇ ମେଡିକାଲକ ଆଣିଥିବା ବେଳେ ରାଉରକେଲା ସ୍ଥାନାନ୍ତରିତ ହୋଇଛନ୍ତି । ଏନେଇ ସ୍କୁଲ ଶିକ୍ଷୟତ୍ରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.