ମୁଣ୍ଡଳିରେ ୧୨ ଲକ୍ଷ ଟପିଲା ବନ୍ୟାଜଳ

କଟକ(କେନ୍ୟୁଜ୍): ମୁଣ୍ଡଳିରେ ୧୨ ଲକ୍ଷ ଟପିଲା ବନ୍ୟାଜଳ। ମୁଣ୍ଡଳୀ ବ୍ୟାରେଜ୍‌ ଦେଇ ପ୍ରବାହିତ ହେଉଛି ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ପାଣି। ନରାଜ ବ୍ୟାରେଜ ଦେଇ ୫ଲକ୍ଷ ୯୨ହଜାର କ୍ୟୁସେକ ଜଳ କାଠଯୋଡି ନଦୀକୁ ନିଷ୍କାସିତ ହେଉଛି। ଅବଶିଷ୍ଟ ଜଳ ମହାନଦୀ ଦେଇ ପ୍ରବାହିତ ହେଉଛି। ନରାଜ ବ୍ୟାରେଜର ସମସ୍ତ ୪୬ଟି ଗେଟ୍‌ ଖୋଲା ରହିଛି। ନରାଜ ଠାରେ ୨୬.୫୫ ମିଟର ରହିଛି ଜଳସ୍ତର। ବିପଦ ସଙ୍କେତ ୨୬.୪୧ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ।

Leave A Reply

Your email address will not be published.