ସହିଦ ସପ୍ତାହରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ବସ୍‌ ଓ ଟ୍ରଲରରେ ଲଗାଇଲେ ନିଆଁ 

ମାଲକାନଗିର(କେନ୍ୟୁଜ୍) : ସହିଦ ସପ୍ତାହରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଲକାନଗିର ସୀମାନ୍ତ ତେଲେଙ୍ଗାନାର କଣ୍ଟା ନିକଟରେ ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ । କଣ୍ଟାଠାରୁ ୧୫ କିମି ଦୂରରେ ମାଓବାଦୀମାନେ ସରକାରୀ ବସ୍‌ ସମେତ ଗୋଟିଏ ଟ୍ରେଲରରେ ନିଆଁ ଲଗାଇ ଦେଇଛନ୍ତି । ସେପଟେ ଗତକାଲି ମାଲକାନଗିରି ମାଥିଲି ବ୍ଲକ୍‌ ମୁଣ୍ଡାଗୁଡ଼ାରେ ଯାତ୍ରୀବାହୀ ବସରେ ନିଆଁ ଲଗାଇ ଦେଇଥିଲେ ମାଓବାଦୀ । ଏହି ହିଂସାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରିଛନ୍ତି ମାଓବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.