ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ କଲେ ଜଣଙ୍କୁ ହତ୍ୟା

ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା । ମୃତକଙ୍କ ହେଲେ କନ୍ଧମାଳ ଫିରିଙ୍ଗିଆ ଥାନା ସୁମରବନ୍ଧ ପଞ୍ଚାୟତର ତିଲର ପାଙ୍ଗା । ତାଙ୍କୁ ପୋଲିସ ଇନଫର୍ମର ଭାବେ ହତ୍ୟା କରିଛନ୍ତି। ଗତ ୧୭ ତାରିଖ ଦିନ ମିଗୁନ ପଦର ନିକଟସ୍ଥ ରାବିଲିଦା ଘାଟି ନିକଟରେ ୩ଟି ପୋଲିଂ ଗାଡି ପୋଡିଦେଇଥିଲେ ମାଓବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.