ଜୁନ୍‌ ୧୭ରୁ ହେବ OJEE, ଜୁନ୍‌ ପ୍ରଥମ ସପ୍ତାହରୁ କରାଯିବ ଆଡମିଟ କାର୍ଡ ଡାଉନଲୋଡ

ଭୁବନେଶ୍ବର: ଜୁନ୍‌ ୧୭ରୁ ହେବ OJEE। ଜୁନ୍‌ ୧୭ରୁ ୨୪ ପର୍ଯ୍ୟନ୍ତ ହେବ OJEE । ମେ ୧୫ ପର୍ଯ୍ୟନ୍ତ ଚାଲିବ ଅନ୍‌ଲାଇନ୍‌ ଫର୍ମ ପୂରଣ । ଜୁନ୍‌ ପ୍ରଥମ ସପ୍ତାହରୁ ଆଡମିଟ କାର୍ଡ ଡାଉନଲୋଡ କରାଯିବ।

ଓଜେଇଇ ଅଧ୍ୟକ୍ଷ ସୁଜିତ୍‌ କୁମାର ଚାନ୍ଦ ଏନେଇ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.