ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ: ରାଙ୍କ ହାସଲ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବୈଷୟିକ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ । ରେଜଲ୍ଟ ଘୋଷଣା କଲେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ। ରାଙ୍କ ହାସଲ କରିଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ବୈଷୟିକ ମନ୍ତ୍ରୀ। ପରୀକ୍ଷାର୍ଥୀମାନେ OJEEର ୱେବସାଇଟ୍‌ www.ojee.nic.inରେ ଉପଲବ୍ଧ ହେବ ରେଜଲ୍‌ଟ।

ଚଳିତ ବର୍ଷ MCA , MTECH, ଏମ୍‌ ଫାର୍ମା, ଏମ ପ୍ଲାନ ଓ ଏମ୍‌ବିଏ ଆଦି ବିଷୟରେ ୮୫ହଜାର ଛାତ୍ରଛାଚ୍ରୀ ପଞ୍ଜିକରଣ କରିଥିଲେ। ପରୀକ୍ଷା ଦେଇଥିଲେ ପ୍ରାୟ ୬୦ହଜାର ପରୀକ୍ଷାର୍ଥୀ। ଜୁଲାଇ ୪ରୁ ୮ ତାରିଖ ପର୍ଯ୍ୟନ୍ତ ହୋଇଥିଲା EXAM।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.