ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ

ଭୁବନେଶ୍ବର: ଘୁଞ୍ଚିଲା ଓଜେଇଇ ପରୀକ୍ଷା ପାଇଁ ଆବେଦନ ତାରିଖ। ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ।

ଲକ୍‌ଡାଉନ୍‌ ଓ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ନଜରରେ ରଖି ଓଜେଇଇ ପକ୍ଷରୁ ଏଭଳି ପଦେକ୍ଷପ ନିଆଯାଇଛି। OJEE ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.