ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ ଆରମ୍ଭ, ପ୍ରକାଶ ପାଇଛି ବିଜ୍ଞପ୍ତି

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ ଆରମ୍ଭ। ଏନେଇ ଓଜେଇଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆଜି ଏମ୍‌ବିଏ, MCA, M.TECH, M.ARCH ଓ  M.PLAN ପାଇଁ ୱେବ୍ କାଉନସେଲିଂ ହେବ।

ସେହିଭଳି ଆସନ୍ତାକାଲିଠାରୁ B.Tech, B.Arch, B.Plan, B.CAT, Int. M.Sc ଆଦି ପାଇଁ ୱେବ୍ କାଉନସେଲିଂ ଆରମ୍ଭ ହେବ।  ଛାତ୍ରଛାତ୍ରୀ ମାନେ www.ojee.nic.in କିମ୍ବା odishajee.comରେ ସବିଶେଷ ତଥ୍ଯ ପାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.