ମହାନଦୀ ବନ୍ୟା ଜଳରେ ଅଘଟଣ, ଗାଧୋଇବା ବେଳେ ବୃଦ୍ଧ ନିଖୋଜ

କଟକ(କେନ୍ୟୁଜ୍): ଗାଧୋଇବା ବେଳେ ନିଖୋଜ ହେଲେ ବୃଦ୍ଧ । ମହାନଦୀ ବନ୍ୟା ଜଳରେ ଅଘଟଣ । ବାଙ୍କୀ ଗୟଳବାଙ୍କ ଅଞ୍ଚଳର ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି । ବାଙ୍କୀ ଦେବୀ ଦ୍ୱାର ନିକଟରେ ସ୍ନାନ କରିବା ବେଳେ ସେ ଭାସି ଯାଇଥିବା ଅନୁମାନ କରାଯାଉଛି । ନିଖୋଜ ବୃଦ୍ଧ ହେଲେ ୭୦ ବର୍ଷୀୟ ଅମରେନ୍ଦ୍ର ଦାସ । ଓଡ୍ରାଫ ଟିମ୍‌ ସନ୍ଧାନ କାର୍ଯ୍ୟ ଜାରି ରଖିଛି । ବୃଦ୍ଧ ମୁଣ୍ଡଳୀ ବ୍ରିଜ ଆଡ଼କୁ ଭାସି ଆସୁଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.