ଆରମ୍ଭ ହେବ ଅନଲାଇନ୍ ଅଟୋ ସେବା

ଭୁବନେଶ୍ୱର: ଅଟୋ ଚାଳକଙ୍କୁ ନେଇ ଆରମ୍ଭ ହେବ ଅନଲାଇନ୍ ଅଟୋସେବା। ଆଜି ବିଧିବଦ୍ଧ ଭାବେ ଗଠନ ହୋଇଛି ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ସେବା ସଂଘ। ଅଟୋ ଚାଳକମାନେ ଆଜି ସହିଦ ନଗର ଦୁର୍ଗାମଣ୍ଡପ ନିକଟରେ ଏକାଠି ହୋଇ ଏ ସମ୍ପର୍କରେ ଘୋଷଣା କରିବା ସହ ଶୋଭାଯାତ୍ରା କରିଛନ୍ତି। ଏହା ସହିତ ଅଟୋ ଡ୍ରାଇଭର ଓ ଯାତ୍ରୀଙ୍କ ସୁରକ୍ଷା ସୁବିଧା ଆଦିକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.