କଟକ ଏସସିବି ହସପିଟାଲ ବାହାରେ ଧାରଣା, ହୋହାଲ୍ଲା କଲେ ରୋଗୀଙ୍କ ସର୍ମ୍ପକୀୟ

କଟକ (କେନ୍ୟୁଜ) : କଟକ ଏସସିବି ହସପିଟାଲ ବାହାରେ ଧାରଣା । ହସପିଟାଲ ବାହାରେ ରୋଗୀଙ୍କ ସମ୍ପର୍କୀୟ ମାନେ ହୋହାଲ୍ଲା କରିଛନ୍ତି । କୋଭିଡ ଓ୍ଵାର୍ଡ ଭିତରକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରବେଶ ଅନୁମତି ମିଳୁ ନଥିବାରୁ ଅସନ୍ତାଷ ପ୍ରକାଶ ପାଇଥିଲା। ସମ୍ପର୍କୀୟଙ୍କ ଅଭିଯୋଗ ହେଲା ଯେ, ର୍ପୂବରୁ ଓ୍ଵାର୍ଡ ଭିତରକୁ ଯିବାକୁ ଅନୁମତି ଥିଲା, କିନ୍ତୁ ଆଜି ହଠାତ୍‌ ପ୍ରବେଶ ବନ୍ଦ କରାଯାଇଛି । ଆଗରୁ ନଜଣାଇ ହଠାତ୍‌ ପ୍ରବେଶ ବନ୍ଦ କରିବାକୁ ବିରୋଧ କରିଛନ୍ତି ସମ୍ପର୍କୀୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.