ପିପିଲି : ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ। ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ନିଆଗଲା ପଦକ୍ଷପ। ଉପନିର୍ବାଚନ ପାଇଁ ପ୍ରକାଶ ପାଇବ ପୁଣି ନୂଆ ବିଜ୍ଞପ୍ତି। ଏନେଇ ସୂଚନା ଦେଲେ ଭାରତୀୟ ନିର୍ବାଚନ କମିଶନ।
ସୂଚନା ଥାଉକି, ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ରହିଥିଲା ଏବଂ ୧୯ ତାରିଖରେ ଗଣତି । ହେଲେ ସ୍ଥଗିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।