ପୁରୀ: ସଟଡାଉନରେ କଦଳୀ ବେପାର କରୁଥିଲେ, ପୋଲିସ ଅଟକାଇବାରୁ ବେପାର ସହିତ ହେଲା ଧସ୍ତାଧସ୍ତି

ପିପିଲି(କେନ୍ୟୁଜ୍): ଏବେ ରାଜ୍ୟର ସମସ୍ତ ସ୍ଥାନରେ ରାଜ୍ୟ ସରକାର ତାଲା ବନ୍ଦ ଡ଼କରା ଦେଇଥିବାବେଳେ ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ ଜଣେ କଦଳୀ ବେପାରୀ ବେପାର କରିବା ପାଇଁ ଯାଉଥିବାବେଳେ ବଳଙ୍ଗା ପୋଲିସ ତାକୁ ଅଟକାଇ ଥିଲା ।

ଏହା ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ବ୍ୟବସାୟୀ ହାତରେ ଧରିଥିବା କଟୁରୀ ସାହାଯ୍ୟରେ ପୋଲିସକୁ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ତାହାକୁ ଧରିଥିଲା । ଏହାପରେ ବଳଙ୍ଗା ଥାନାକୁ ଆଣି ଅଟକ ରଖିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.