ଓଡ଼ିଶାର ୧୪ଜଣଙ୍କୁ ରାଷ୍ଟ୍ରପତି ଓ ପୋଲିସ ମେଡାଲ ପ୍ରଦାନ

ଭୁବନେଶ୍ବର: ସ୍ୱାଧୀନତା ଦିବସ ପୂର୍ବରୁ ପୋଲିସ ମେଡାଲ ଘୋଷଣା । ଓଡ଼ିଶାର ୧୪ଜଣଙ୍କୁ ରାଷ୍ଟ୍ରପତି ଓ ପୋଲିସ ମେଡାଲ ପ୍ରଦାନ କରାଯିବ । ୨ ଜଣଙ୍କୁ ରାଷ୍ଟ୍ରପତି ଓ ୧୨ଜଣଙ୍କୁ ଉତ୍କୃଷ୍ଟ ସେବା ପଦକ ମିଳିବ । ବିଶିଷ୍ଟ ସେବା ପାଇଁ ଓଡ଼ିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବ । ଭିଜିଲାନ୍ସ DSP କେ.ବେଣୁଗୋପାଳ ଆଚାର୍ଯ୍ୟ ଓ କନେଷ୍ଟବଳ ବିରଞ୍ଚି ନାରାୟଣ ସାହୁଙ୍କୁ ଦିଆଯିବ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ।

DGP TWEET

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.