ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଗଜପତି ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା

gajapati

ପୁରୀ : ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ସେବାପୂଜାରେ ପ୍ରଭାବ ପଡ଼ିବନାହିଁ । ସମସ୍ତ ପକ୍ଷକୁ ଶୁଣି ସୁପ୍ରିମକୋର୍ଟ ରାୟ ଦେବେ । ଧାର୍ମିକ ଦିଗ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେନି ବୋଲି ଆଶା କରିଛନ୍ତି ଗଜପତି ଏବଂ ସେବାୟତମାନେ ବିଚଳିତ ନହେବା ପାଇଁ ଦେଇଛନ୍ତି ପରାମର୍ଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.