ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଦେଲେ ପକ୍‌ସୋ କୋର୍ଟ

ଅନୁଗୁଳ : ନାବାଳିକା ଦୁଷ୍କର୍ମକାରୀକୁ ଫାଶୀଦଣ୍ଡ । ଅନୁଗୁଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଙ୍ଗୁଲାର ଅନାମ ଦେହୁରୀକୁ ଫାଶୀ ଦଣ୍ଡାଦେଶ ମିଳିଛି । ଏହି ଦଣ୍ଡ ଶୁଣାଇଛନ୍ତି ପକ୍‌ସୋ କୋର୍ଟ । ଗତ ଜାନୁଆରି ୨୦ ତାରିଖରେ ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣିରେ ଫାଶୀ ଦଣ୍ଡାଦେଶ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.