ଶିମିଳିପାଳରେ ଦେଖିବାକୁ ମିଳିଲା ବିରଳ ପ୍ରଜାତିର ମହାବଳ ବାଘ, ଗଛକୁ ରାମ୍ପୁଡୁ ଥିବାର ଭିଡିଓ ଭାଇରାଲ

ବାରିପଦା(କେନ୍ୟୁଜ୍): ବିରଳ ପ୍ରଜାତିର ମହାବଳ ବାଘ ଠାବ । ଶିମିଳିପାଳରେ ଦେଖିବାକୁ ମିଳିଛି କଳା ବିରଳ ପ୍ରଜାତିର ବାଘ। ମହାବଳ ବାଘଟି ଏକ ଗଛକୁ ରାମ୍ପୁଡି ଥିବାର ଭିଡିଓ ସାମ୍ନାକୁ ଆସିଛି।

IFS ଅଫିସର ସୁଶାନ୍ତ ନନ୍ଦ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ବିରଳ କଳା ମହାବାଳ ବାଘ ପାଇଁ ଶିମିଳିପାଳ ଏବେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.