ବିନା ହେଲମେଟରେ ଗାଡି ଚଢିଲେ ମନ୍ତ୍ରୀ ଓ ବିଧାୟକ, ଫାଇନ୍‌ ଗଣିଲେ ବାଇକ୍‌ ମାଲିକ

ବାଲେଶ୍ବର(କେନ୍ୟୁଜ୍): ବିନା ହେଲମେଟରେ ଗାଡି ଚଢିଲେ ମନ୍ତ୍ରୀ ଓ ବିଧାୟକ । ଫାଇନ୍‌ ଗଣିଲେ ବାଇକ୍‌ ମାଲିକ । ବାଲେଶ୍ବର ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାୟକ  ସ୍ବରୂପ କୁମାର ଦାସଙ୍କ ସହ ବିଭିନ୍ନ ସ୍କୁଲକୁ ଗସ୍ତ ବେଳେ ହେମକାପଦା ନିକଟରେ ଟ୍ରାଫିକ ଚେକିଂରେ ପଡ଼ିଥିଲେ। ହେଲମେଟ ଲଗେଇ ନଥିଲେ ମନ୍ତ୍ରୀ ଓ ବିଧାୟକ ଫଳରେ ଚାଲାଣ ୧୦୦୦ ଟଙ୍କା ଗାଡି ମାଲିକ ପଙ୍କଜ ଅଗ୍ରୱାଲଙ୍କ ନିକଟକୁ ଆସିଥିଲା ।

 

Leave A Reply

Your email address will not be published.